ଏ ଯୁଗର ଶ୍ରବଣ କୁମାର
ଏ ଯୁଗର ଶ୍ରବଣ କୁମାର
1 min
2.9K
କେତେ ମାନସିକ ପୂଜା ଓଷା ବ୍ରତ
କରି ପାଇଥିଲେ ତୋତେ
ଶ୍ରାବଣୀ ସାଥିରେ ସିନେମା ଯାଉଛୁ
ଲାଜ ନାହିଁ କିରେ ତୋତେ ?
ଡିହ ଜମି ବିକା, ପେନସନ୍ ଟଙ୍କାରେ
ଘୁରି ବୁଲୁ କିଣି କାର
ବାପା ଭିକ ମାଗେ ""ବାବୁ ପଇସା ଟିଏ "
କହି ବସିଣ ରାସ୍ତା କଡର l
