ଏ ତ ଚୌକୀର ମହାଭାରତ ।
ଏ ତ ଚୌକୀର ମହାଭାରତ ।
ଏ ତ ଚୌକୀର ମହାଭାରତ ।
ଚୌକି ଖାଲି ପଡିଛି, କଟାରରେ ଅଛନ୍ତି ଅନେକ, କିଏ ? ଛାଡି ଯାଇଥିବା ବ୍ୟକ୍ତିଙ୍କ ଅନୁଗତ, କିଏ ? ଯୋଗ୍ୟତା ଅନୁଯାୟୀ ଦାବିଦାର, ଭିଡ଼ ଏଠି ଅନେକ, ଅଗଣତାନ୍ତ୍ରିକ, ତୋଷାମଦକାରୀଙ୍କ ଚାଲେ ଏଠି ରାଜତ୍ୱ , ପୁଣି ସେଥିରେ ହିସାବ ହୁଏ ମନ୍ତ୍ରୀ ଅଫିସରଙ୍କ ପାଖଲୋକ, ବ୍ୟସ୍ତ କାହିଁକି ? ବନ୍ଧୁ ! ଖାଲି ପଡିଥିବା ଚୌକି ନିଜେ ହିଁ ଖୋଜିବ ତା ଲୋକ , ଭଲ କି ଭେଲ ବିଚାର କରିବ ସମୟ , ଆଜି ବି ଦ୍ରୋଣଙ୍କ ଅଭାବ ନାହିଁ, ଆଜି ବି ବଳି ପଡ଼ନ୍ତି କେତେ ଯେ ଯୋଗ୍ୟତା ସମ୍ପର୍ଣ୍ଣ କର୍ଣ୍ଣ , ଖାଲି ପଡିଛି ଚୌକି ଏ ତ ଚୌକୀର ମହାଭାରତ ।
ରାମ ପ୍ରସାଦ ବିଶୋଇ । କାଶ୍ୟପ ରାୟଗଡ଼ା । ତା-୦୩-୦୬-୧୬ ।