STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଏ ସ୍ମୃତିର ମହକ ।

ଏ ସ୍ମୃତିର ମହକ ।

1 min
2.3K


ଏ ସ୍ମୃତିର ମହକ ।

ଆଜିକାଲି---------------------! ତମେ ବହୁତ ମନେ ପଡ , ତମ ବିନା -----------------, ଏକାନ୍ତ ,ଅସହ୍ୟ,ଅସରନ୍ତି ଏ ବିରହ, ଯେମିତି ଲାଗୁଛି , ମତେ ଛାଡି ଚାଲିଯାଉଛି ଜୀବନ । (୧)

ଏ ସମୟ------------------ କାହିଁକି ? ଆସୁଛି ଆଉ ବହିଯାଉଛି, ସ୍ମୃତିର ! ଏ କେମିତି ସାଗର ନା ପାଉଛି କୁଳ କି କିନ୍ନାର କି ? ତାର ଲକ୍ଷ୍ୟ, । (୨)

କେବେ ତୁମେ ଆସ ସ୍ୱପ୍ନରେ ପୁଣି ସ୍ମୃତିରେ ,ଆପଣାର ବନାଇ ରହିଗଲ ଆଖିରେ ମନ ଚାହୁଁଛି ଆଜି ଯିବାକୁ ବହୁ ଦୂର ତୁମ ସାଥେ ଦେବାକୁ ମଥାରେ ସିନ୍ଦୁର, ନା ବଞ୍ଚି ପାରୁଛି ନା ମରି ପାରୁଛି କରି ଶ୍ରାବଣ କୁ ସାଥୀ ତମ ""ଏ ସ୍ମୃତିର ମହକ"" । (୩)

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡା । ସକାଳ-୮ଟା , ତା-୦୫-୦୬-୧୬ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍