STORYMIRROR

Apalata Aruk

Others

3  

Apalata Aruk

Others

ଏ ମଣିଷ ଯଦି ଟିକେ ବୁଝନ୍ତା

ଏ ମଣିଷ ଯଦି ଟିକେ ବୁଝନ୍ତା

1 min
243

ଏ ମଣିଷ ଯଦି ଟିକେ ବୁଝନ୍ତା

ପ୍ରତିହିଂସାର ପାାଦପରେ ଏଠି  

ପ୍ରୀତିର ବାରମାସୀ ଫୁଲ ଫୁଟନ୍ତା,


ରୁଦ୍ଧ ଦୁଆର ଖୋଲି ଯାଆନ୍ତା

ଈର୍ଷାର ଅଣଚାଶ ପବନ ବି ଏଠି 

ଆନ୍ତରିକତାର ଗଜଲ୍ ଗାଆନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍