STORYMIRROR

sumita behera

Others

1  

sumita behera

Others

ଏ ମନ

ଏ ମନ

1 min
59


ଲାଲି ଲାଲି ଫୁଲର ସହରେ


ସବୁଜ ମୋ ମନ ବନ,


ମଳୟର ଶୀତଳ ପରଶେ


ଖୋଜେ ତୁମକୁ ଏ ମନ।



Rate this content
Log in