STORYMIRROR

Purnimarani Sahoo

Others

3  

Purnimarani Sahoo

Others

ଦୂରତା

ଦୂରତା

1 min
252

ଦୂରତା ଏତେ ନଥିଲା ସତରେ

ହେଲେ ତୁମକୁ ତ ଉପପାଦ୍ୟ 

ଇତିହାସର ଖ୍ରୀଷ୍ଟାବ୍ଦଠାରୁ ବି 

ଅଧିକ ଜଟିଳ ଲାଗୁଥିଲା।

ସାହିତ୍ୟରେ ଶବ୍ଦ ଖଞ୍ଜିଲା ପରି

ବିନ୍ଦୁ ବିନ୍ଦୁ ଯୋଡି ଯୋଡି ତୁମେ

ପରିଧି ପରେ ପରିଧି ଘୂରି ଚାଲିଲ,

ମାତ୍ର ଦୂରତା ତ ଦୁଇ ବ୍ୟାସାର୍ଦ୍ଧ ଲଗ୍ନ 

ସେହି ଛୋଟିଆ କେନ୍ଦ୍ର ବିନ୍ଦୁ ଯାଏଁ ଥିଲା

ଆଉ ତୁମେ ପରିଧିରେ ଘୂରି ଘୂରି 

ଫେରିଗଲ...


Rate this content
Log in