STORYMIRROR

Kumar Pintu

Others

3  

Kumar Pintu

Others

ଦୂରଭାଷ

ଦୂରଭାଷ

1 min
11.8K

ସରଳ ସୁନ୍ଦର କାର୍ଯ୍ୟଟି ତାହାର

ଖବର ଦେବା ଓ ନେବା,

ଅଳପ ସମୟେ ପହଞ୍ଚାଏ ବାର୍ତ୍ତା

ଧନ୍ୟବାଦ ନିଶ୍ଚେ ଦେବା ।।


ଦୂରଭାଷ ଅଟେ ନାମଟି ତାହାର

କି ସୁନ୍ଦର ଆହାଃ ସେବା,

ବିଜ୍ଞାନ ଯୁଗରେ ତା'ର ଅବଦାନ

ଶ୍ରେଷ୍ଠଟି ଆମେ କହିବା ।।


ସମୟଟି ଥିଲା ଚିଠି ଦିଆ ନିଆ

ଏବେ ଏହି ଯନ୍ତ୍ର ପ୍ରିୟ,

ଆଧୁନିକ ଯୁଗେ ଭାରି ଆପଣାର

ସୃଷ୍ଟି ତା' ସୁନ୍ଦରମୟ ।।


ଧନ୍ୟ ତାର ସ୍ରଷ୍ଟା ଧନ୍ୟ ତାର ସୃଷ୍ଟି

କେହି ନୁହେଁ ତା'ର ସରି,

ବିଜ୍ଞାନ ଉନ୍ନତି ପରିଚୟ ଦିଏ

ଏହି ଯନ୍ତ୍ରଟି ଆମରି ।।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Kumar Pintu

ମଧୁବାବୁ

ମଧୁବାବୁ

1 min വായിക്കുക

ଆମ ପରିଚୟ

ଆମ ପରିଚୟ

1 min വായിക്കുക

ସେବା

ସେବା

1 min വായിക്കുക

ସଡକ

ସଡକ

1 min വായിക്കുക

ଦୂରଭାଷ

ଦୂରଭାଷ

1 min വായിക്കുക

ବହି

ବହି

1 min വായിക്കുക