ଦୁର୍ଘଟଣା
ଦୁର୍ଘଟଣା
1 min
102
ଲକଡାଉନ ସଟଡାଉନ ହେଲା
ବୋଲି ଲୋ ସଜନୀ
ଦୁର୍ଘଟଣା ଆଉ ଦିଶୁନଥୀଲା
ଚିକିତ୍ସାଳୟରେ ରୋଗୀ
ଭରି ହେଉନଥିଲେ॥
ଟିକେ ଖୁଲମଖୁଲା କରାଗଲା ବୋଲି
ରାସ୍ତାଘାଟ ଗାଆଁ ସହରରେ
ଯେଉଁଠି ଶୁଣିବ ଖାଲି ଦୁର୍ଘଟଣା
କାନ ପିଟି ପିଟି ଯାଉଛି॥
ଗାଡି ଜାହାଜ ନଥିଲା ସେତେବେଳେ
ଭଲ ଥିଲା ସେ ସମୟ
ପିଲାରୁ ବୁଢା ଯାଏଁ ଗାଡି ଧରିବା
ଅଭ୍ୟାସ ନ ଭୁଲନ୍ତି ଏବେ॥
କୋରନା ଆସି ନୂଆ କଥା କେତେ
ଶିଖାଇଦେଲା ସବୁ ଜନଙ୍କୁ
ଗର୍ବ ଅହଂକାର ଛାଡିଦେଇ
ସାଇକେଲ ଏବେ ସବୁ ଟାଣ॥
