STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଦୁର୍ଗା,

ଦୁର୍ଗା,

1 min
13.3K


ତୁହି ମହାମାୟା ତୁହି'ମା ଜନନୀ,

ଅମ୍ବିକା'ଅମ୍ବାଳିକା,,

ତୁହି'ଜାୟା,ତୁହି'ବିରଜା,କମଳା,

ତୁହି'ମା'କୃଷ୍ନାକଳୀକା,,,

ଝାଙ୍କଡ଼ବସିନୀ,ସୃଷ୍ଟିକାରିଣୀ,

ବିଧ୍ଵଂସୀନି,ବିରାଜିନି,

ଶକ୍ତିଦାଇନି,ମୁକ୍ତିଦାଇନି,

ତୁହିମା ଜଗତ୍ଜନନୀ,,,,ll


Rate this content
Log in