STORYMIRROR

Ranjit Sahu

Others

2  

Ranjit Sahu

Others

ଦୁଇ ଟୋପା :ପ୍ରତିଯୋଗିତା ନିମନ୍ତେ

ଦୁଇ ଟୋପା :ପ୍ରତିଯୋଗିତା ନିମନ୍ତେ

1 min
2.5K




ଦୁଇ ଟୋପା : ପ୍ରତିଯୋଗିତା ନିମନ୍ତେ

ରଞ୍ଜିତ କୁ. ସାହୁ

ranjitksahu71@gmail.com

+1-347-331-7073



ଦୁଇ ଟୋପା ବର୍ଷାରେ,

ଉତ୍ତପ୍ତ ଭୂମି ଭିଜେ,

ପରବର୍ତ୍ତୀ ଟୋପାର ,

ପଥଟିକୁ ଖୋଜେ I

ବଉଦର ସମ୍ଭାର,

ସାଜିଛି ଉପହାର ,

ଅବସାଦ ତୃପ୍ତିର,

ସେଥି ଲାଗି ଖୋଜେ I


ଦୁଇ ଟୋପା ଲୁହ,

ଝରାଇ ଦେଇ ଆଖି,

ଜ୍ଵଳନ୍ତ ନିଦାଘରେ,

ହୁଏ ନାହିଁ ମୋ ସାଥୀ ,

ବିରହର ମେଲାଣି,

ପୁଣି ମୋ ଲାଗି ସାଜେ I

ଅତୀତର ଅନ୍ଧାରେ,

ପ୍ରୀତି ମୋର ହଜେ I


Rate this content
Log in