ଦୁହିତା
ଦୁହିତା
1 min
614
ସେ ମାଆ
ସେ ଭଗିନୀ
ସେ ଝିଅ
ସେ ପୁଣି ସ୍ତ୍ରୀ ।
ଜୀବନର ପଥେ
ପ୍ରତି ଦୁଃଖେ
ପ୍ରତି ସୁଖେ
ସେ ଏକ ମୂର୍ତ୍ତି ।
ସେ ଶକ୍ତି ଆଧାର
ପ୍ରେରଣାର ଉତ୍ସ
ମୃତ୍ୟୁ କୋଳେ ଶୋଇ
ନୂତନ ଜୀବନକୁ
କରିଥାଏ ସଂଚାର ।।
ବିଧାତା ବିଧାନେ
ସେ ଦୁହିତା
କୋଟି ସନ୍ତାନଙ୍କ
ଚିର ନମସ୍ୟା
ସ୍ନେହମୟୀ ମାଆ ।।
ଧିରେନ୍ ବାଗ
ଗୌଡରମା, କୁଳିଅଣା, ମୟୂରଭଞ୍ଜ
ମୋ-୯୬୯୨୧୮୮୦୮୧
