Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଦଶହରା ଆସେ ଅଶିଣ ମାସେ

ଦଶହରା ଆସେ ଅଶିଣ ମାସେ

1 min
7.3K


ଦଶହରା ଆସେ ଅଶିଣ ମାସେ

କାଶତଣ୍ଡୀ ନଈ ପଠାରେ ହସେ।

ଦୁର୍ଗତି ନାସିନୀ ମା’ ଦଶଭୂଜା

ମୃଣ୍ମୟୀମୂର୍ତିରେ ପାଆନ୍ତିପୂଜା।

ବରଷରେ ଥରେ ସରଗୁଆସି

ମରତେ ଭରନ୍ତିଆନନ୍ଦ ରାଶି।

ରଙ୍ଗ ବେରଙ୍ଗର ତୋରଣ ସଜା

ମନ ମୋହିନିଏ ଲାଗେ କିମଜା।

କର ଯୋଡ଼ିମା’ ଗୋ’ କରେ ଜଣାଣ

ଦୂର କର ଦେଶୁ ସବୁ କଷଣ।


Rate this content
Log in