ଦର୍ପଣ
ଦର୍ପଣ

1 min

36
ଭିନ୍ନ ଏକ ଦର୍ପଣ ଟିଏ
ଯାହାକୁ ମୁଁ ଦେଖେ ଥରକୁ ଥର,
ଷ୍ଟୋରୀମିରର ଅଟେ ନାମ ତାହାର ।
ବାସ୍ତବର କଥା ସେ କହେ
କେତେ ଭାଷାରେ ସେ
କାବ୍ୟ କବିତା ଶୁଣାଏ।
ଆସ ଭାଇ ଏକାଠି ହେବା
ଭାଷା ଜନନୀର ସେବା କରିବା
ଷ୍ଟୋରୀମିରର ପଥେ ଚାଲିବା ।
ନୂଆଁ ନୂଆଁ ଲେଖା ଆପେ ଆସିଯାଏ
ଆଉ ସେ ଲେଖିବ ବୋଲି
ଷ୍ଟୋରି ବାଟ ଚାହିଁଥାଏ ।