STORYMIRROR

bebismita kar

Others

3  

bebismita kar

Others

ଦୋଷୀ

ଦୋଷୀ

1 min
263

ବାହା ଦେବ ବୋଲି ଝିଅକୁ

ମାଆ ହୁଏ ବେଶୀ ଖୁସି ।


ହେଲେ କାହିଁ ଝିଅ

ମନେ ମନେ ଭାବେ

ନିଜକୁ ନିଜେ ସେ ଦୋଷୀ


ଅକୁହା କଥାକୁ ମରମେ ମରମେ

ଚାପି ରଖେ ଛାତି ତଳେ

ହୃଦୟେ ତାହାର କେତେ କ୍ଷତ ଥାଏ

କିଛି ଜଳେ, କିଛି ଢାଳେ।


ନିଜକୁ ହଜାଇ ସଭିଙ୍କ ଖୁସିରେ

ବହିଯାଏ କେତେ ଦୁର

ପଛକୁ ଚାହିଁବା ପାପ ବୋଲି ଭାବି

ସାଜେ ସେ ନୀତି ପଥର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍