Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Others

3  

Sudhanjali Mishra

Others

ଦୋଷ ଭାଇ କାହାର

ଦୋଷ ଭାଇ କାହାର

1 min
299



ଦୋଷ ଭାଇ କାହାର ?

ଦୋଷ ନାହିଁ ଆମର ।

ରେଳକୁ ଅତିକ୍ରମ କରୁଥିବା ହାତୀର

ନା ଦ୍ରୁତଗାମୀ ଲୌହଦାନବ କରମଣ୍ଡଳର

ହେଉ ପଛେ ବନ କର୍ମଚାରୀର

ନତୁବା ହେଉ ରେଳ କର୍ମଚାରୀର

ଦୋଷ ଭାଇ କାହାର ?

ଦୋଷ ନାହିଁ ଆମର ।

ଦ୍ରୁତଗାମୀ ବିଶାଖାରେଳର

ଗତିହେଲା ମନ୍ଥର

ମାଆ,ଛୁଆହାତୀଙ୍କ କରୁଣ ଦୃଶ୍ୟ ଦେଖି

ବୋହିଗଲା ଅଶ୍ରୁଧାର

ଖୋଳା ଚାଲିଥାଏ

କ୍ରେନ୍ ସାହାଯ୍ୟରେ

ଭିଡ଼ ଜମିଥାଏ ଜନତାର

କଥା ହେଉଥାନ୍ତି ସେଠି

ଦୋଷ ଭାଇ କାହାର ?

ଦୋଷଭାଇ କାହାର ନାହିଁ

ଦୋଷ ହେଉଛି ଭାରତର ଭାଗ୍ୟବିଡ଼ମ୍ବନାର

ଭାରତର ଭାଗ୍ୟବିଡ଼ମ୍ବନାର ।

  


Rate this content
Log in