STORYMIRROR

Kalyani kumari Sahoo

Others

3  

Kalyani kumari Sahoo

Others

ଦୋଛକି

ଦୋଛକି

1 min
248

ତୁ ଏମିତି ଏକ ମୋଡ଼ରେ ଆଣି

ଠିଆ କରିଦେଲୁ ଯେ,

ଯେଉଁଠି ବଂଚିବା ଅସମ୍ଭବ,

ସବୁ ଜାଣି ମଧ୍ୟ ଆଜି

ଅଜଣା ହେଇ ବସିପଡି଼ଲୁ

କହିଦେଲୁ ସିଧା ଭାବେ

ସମ୍ପର୍କ ପୂରୁଣା ହେଇଗଲାଣି

ତାକୁ ପୂର୍ଣ୍ଣଛେଦ ପକାଇବାକୁ ହେବ.....

ମୁଁ କି ଉତ୍ତର ଦେବି...?

ଏ ହୃଦୟହୀନ ମଣିଷଟାକୁ

ଯିଏ.....

ସମ୍ପର୍କ ରେ ଲାଭ କ୍ଷତିର

ହିସାବ ରଖିଲା,.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍