STORYMIRROR

Gelamani Pradhan

Others

3  

Gelamani Pradhan

Others

ଦଣ୍ଡ

ଦଣ୍ଡ

1 min
219


ଅକୁହା କଥାର କଷ୍ଟ ତୁମେ 

ମତେ ଅଧା ବାଟେ ହାତ ଛାଡି ଯାଇଥିବା 

   ମଣିଷ ତୁମେ 

ସ୍ୱପ୍ନରେ ଅଭାବ କରି ନଥିଲ

କଥାରେ ସନ୍ଦେହ ସୃଷ୍ଟି 

  ମୋ ମନରେ କରି ନଥିଲ

ଆଉ ଆଜି ବିଶ୍ୱାସରେ ବିଷ ଦେଇ ହଜିଗଲ

 ବଞ୍ଚିବାକୁ ଦେଲ ନା 

  ମାରିବାକୁ ଦେଲ 

ମତେ ତ ଜୀଇଁ ଥାଉ ଥାଉ.... 

  ଶ୍ମଶାନ ଘାଟରେ ଛାଡ଼ି ଗଲ

କି ଦୋଷ ଥିଲା ମୋର 

 ମୋ ଦଣ୍ଡ ମିଳିଲା ତୁମକୁ

କାହାର ଆଶା ଥିଲା ମନରେ 

 ଆଜି ଦଇବ ମତେ ନିରାଶ କରି

  ସୁଖର ଅଧିକାର ଦେଲା ଅନ୍ୟକୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍