STORYMIRROR

Ghanashyam Biswal

Others

3  

Ghanashyam Biswal

Others

ଦିନ ଥିଲା

ଦିନ ଥିଲା

1 min
216

ଦିନ ଥିଲା ଏ ମହୀରେ

ରାମରାଜ୍ୟ ଥିଲା

ରଜା ଠୁ ପରଜା

ଜୀବନେ ସୁଖ ଶାନ୍ତି ଥିଲା l


ଛୋଟ ବଡ଼ ଭେଦ ଭାବ

କିଛି ଵି ନ ଥିଲା

ଅଦିନେ ଅକାଳେ ସଖା

ସାହା ହେଉଥଲା l


କଥା ଦେଇ କଥା କେବେ

ପାସୋରି ନ ଯିବେ

ପୂରଣ କରିବେ ତାହା

ନିଜେ ପଛେ ବନ୍ଧା ହେବେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍