STORYMIRROR

Sudipta Behera

Others

3  

Sudipta Behera

Others

ଦିନ ଆଉ ରାତି

ଦିନ ଆଉ ରାତି

1 min
242

ଦିନ ଆଉ ରାତି

ଜନ୍ମଆଉ ମୃତ୍ୟୁ

ଠିକ୍ ଏକା କଥା,

ଦିବସ ଦିନରୁ ଆରମ୍ଭ

ଆଉ ରାତିରେ ଶେଷ।

ଠିକ୍ ସେମିତି

ଜୀବନ ଜନ୍ମରୁ ଆରମ୍ଭ

ଆଉ ମୃତ୍ୟୁରେ ଶେଷ।

ଉଭୟର ସମୟ ଅବଧି

ଖୁବ୍ କ୍ଷଣିକ ଆଉ ଅଳୀକ

ଦିନ ଚାହେଁ ରାତି ନଆସୁ

ଆଉ ଜୀବନ ଚାହେଁ

ମୃତ୍ୟୁ ନଆସୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍