STORYMIRROR

Sudipta Behera

Others

4  

Sudipta Behera

Others

ଦୀପାଳୀ

ଦୀପାଳୀ

1 min
23K

ଦୀପର ଦୀପାଳୀ ଜାଳି ଦିଅ ଆଜି

ଭକ୍ତି ଶ୍ରଦ୍ଧା ଘୃତ ଢାଳି।


ସେ ନିଆଁ ଶିଖା ରେ ଜଳି ଯାଉ ଆଜି

ଦୁଷ୍ଟ ଧୃତ ମହାମାରୀ।


ଆଲୋକିତ ହେଉ ସମଗ୍ର୍ ବିଶ୍ଵ

କୁତ୍ସିତ କଦର୍ଥ ସବୁ ହେଉ ନିସ୍ଵ।


ନିରବ ମନ୍ତ୍ର ର ନିରବ ଶକ୍ତି ରେ

ପରାକ୍ରମୀ ହେଉ ଭାରତ ବର୍ଷରେ।


ପରମେଶ୍ଵର ଉଠ ହେ ଜାଗି

ଲେଲିହାନ ଏଇ ଦୀପ ରେ ସାଜି।


ତୁମ୍ଭ କୃପା ପ୍ରଭୁ ବରଷି ଯାଉ

ସବୁ ବିପଦ ର ଅବସାନ ହେଉ।


Rate this content
Log in