STORYMIRROR

srikant behera

Others

2  

srikant behera

Others

ଦୀପାବଳି

ଦୀପାବଳି

1 min
97


ଦୁଃଖ ସବୁ ନେଇ  ଖୁସି ଦେବା ପାଇଁ 

    ଆସିଚିରେ ଦୀପାବଳି 

ସୁରୁଜ ଡୁବିଲେ  କରନା କୁ ଆଜି 

   ମାଆ ପାଖେ ହବ ବଳି 

   ହସ ଦେବେ ଶ୍ୟାମା କାଳୀ 

ଚିନ୍ତା କର ନାହିଁ  ଦୀପାଳି ଆସିଛି 

    ଦୁଃଖ ସବୁ ଯିବ ଜଳି 

   ଦୁଃଖ ସବୁ ଯିବ ଜଳି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍