STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଦିଅହେ ଶିବ

ଦିଅହେ ଶିବ

1 min
314


ମୃତ୍ୟୁ ଏକ ସତ୍ୟ ଦୁଃଖ

କିନ୍ତୁ, ଜୀବନକୁ ମିଳିଥାଏ ଅସରନ୍ତି ସୁଖ,

ସ୍ୱର୍ଗ ମିଳେ,ମୃତ୍ୟୁ ପରେ ,

ମିଳେ ଦେବତାଙ୍କ ସ୍ଥଳୀ,

ମିଳେ ସେଠି ସଂକୀର୍ତ୍ତନ,ଗୁରୁଜନ ମଣ୍ଡଳୀ

ଅନାଦି ରୂପ,ବିଶ୍ୱ ରୂପ,କେତେଯେ,ଦେବତା ଗଣେ

ମହା ମୃତ୍ୟୁଞ୍ଜୟ ମନ୍ତ୍ର ଶୁଭେ ପ୍ରତି କ୍ଷଣେ

ସ୍ୱର୍ଗ ଲୋକରୁ ,ମୃତ୍ୟୁ ଲୋକ

ଅନାଦି ଅନ୍ତର ଅଛି

ଦେଖିବ ଯାଅ,କେତେ ଶାନ୍ତିରେ,

ଦେବତା ମଣ୍ଡଳ ସେଠି,

ଏଠି ତ ଖାଲି ନରହଂକାରୀ

ନିର୍ଯ୍ୟାତନାର ମେଢ଼

ଇଏ ତାକୁ ଟାଣେ, ସିଏ ତାକୁ ହାଣେ,

କିଏ ,ସର୍ବ ନାଶ କରେ ଗଡ଼,

ମଦ, ଦାରି, ଜୁଆ,ଲମ୍ପଟ ନୀତି,

କଦର୍ଯ୍ୟ କରନ୍ତି ପୃଥି,

ଦିଅହେ ଶିବ ,ସଦ୍ବୁଦ୍ଧି ମାର୍ଗ,

ହୀନ ବୀର୍ଯ୍ୟ ଆଜି ମନୁଷ୍ୟ ନୀତି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍