STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ଧର୍ମର ସମନ୍ବୟ

ଧର୍ମର ସମନ୍ବୟ

1 min
148

ବହୁ ଧର୍ମର ରାଷ୍ଟ୍ର ଏଇ, 

ସମସ୍ତ ଧର୍ମକୁ ସମ୍ମାନ ଦିଅଇ, 

ସବୁ ବେଶ,ଭାଷାକୁ ନେଇଛି ଆପଣେଇ, 

ସର୍ବଧର୍ମ ରାଷ୍ଟ୍ର ଲୋକେ ବୋଲଇ। 


ନିଜ ଧର୍ମ ବାଛିବାର ରହିଛି ସ୍ବାଧୀନତା, 

ବିବିଧତା ପରେବି ରହିଛି ଏକତା, 

ନାରୀ ସମ୍ମାନକୁ ମିଳେ ପ୍ରାଥମିକତା, 

ଏହା ଆମ ଭାରତବର୍ଷର ମହାନତା। 


ନାରଙ୍ଗୀ ସବୁଜ ଓ ଧଳା ରଙ୍ଗର ଆମ ପତାକା, 

ସବୁ ଧର୍ମକୁ ଭାବି ଏକ, 

ରହିଛି ଭାଇଚାରାର ଦେଖା, 

ସେଇ ଆମ ଦେଶ ଭାରତ , ଆମ ଟେକ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍