STORYMIRROR

jagabandhu sahu

Others

3  

jagabandhu sahu

Others

ଧର୍ମପତ୍ନୀ

ଧର୍ମପତ୍ନୀ

1 min
138

ଏ କୂଳରେ ଝିଅ ସେ କୂଳରେ ବୋହୂ

     ଦୁଇ କୁଳର ସଳିତା

ନିଜେ ଜଳି ସିଏ ଦିଅଇ ଆଲୋକ

    ଏ କଥା ନୁହେଁ ଅନ୍ଯଥା ।


ଦଶ ଦିଗପାଳ ସାଥେ ଅଗ୍ନି ସାକ୍ଷୀ

   ଦଶ ଦୋଷ କ୍ଷମା ବିଧି 

ଜନ୍ମ ଜନ୍ମାନ୍ତର ସାଥି ହୁଏ ପୁଣି

     ତ୍ୟାଗଇ ଆପଣା ନିଧି ।


ଶୁଭକାର୍ଯ୍ୟ କରେ ଧର୍ମପତ୍ନୀ ହୋଇ

    ସ୍ବାମୀ ତାର ମଥାମଣୀ

ନିଜ ହାତ ସ୍ପର୍ଶେ ଗୃହକୁ ସଜାଏ 

    ନାମ ତା ଅଟେ ଘରଣୀ ।


ମାଟି ବେଦୀ ପରେ ସାତଟି କଳସୀ

     ବ୍ରାହ୍ମଣ ପଢ଼ଇ ମନ୍ତ୍ର

ନୂତନ ଜୀବନ ପ୍ରାରମ୍ଭ ନିମନ୍ତେ

    ଅଟେ ଏ ବିଧି ସ୍ବତନ୍ତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ