STORYMIRROR

Pinku Ranbida

Others

3  

Pinku Ranbida

Others

ଧୋକା

ଧୋକା

1 min
248

#SM BOSS


ନିଜ୍'କେ ନିଜେ ପଚ୍'ରଉ ଆଏଜ୍ ଭୁଲ୍ ହେଲା ମୋର୍ କେନ୍

କେନ୍ ଜନମେ ଦୋଷ୍ କରିଥିଲେ ଯେ ପାସିରି ଦେଲଗା ଧନ ଭଲ୍ ପାଇକରି କାଏଁ ଭୁଲ୍ ହେଇଗଲା ପର୍ କରିଦେଲ ମତେ

ଧୋକା ଦେବାର୍ ଥିଲା ଯଦି କାଏଜେ ଭଲ୍ ପାଉଥିଲ ହେତେ ।।


ଚହଁରା ଦେଇକରି ଚାହାଲି ହେଲ ମୋର୍ ପାଖେ ଆସିକରି

କେତେ ସପନ୍ ଦେଖେଇଥିଲ ମତେ ପାଖେ ମୋର୍ ବସିକରି

କେଭେ ତମ୍'କେ ଛାଡି ନାଇଁ ଯାଏଁ କହିଥିଲ କିରିଆଁ କରି

କାଏଁ ହେଲାଯେ ସବୁକଥା ପାସିରି ଦେଲ କହରେ ସୁନ୍ଦିରୀ ।।


ଥରେ ହେଲ କେଭେଭି କହିଥିତ ତମର୍ ମନର୍ କଥାକେ

ତମ୍'କୁ ଛାଡିକରି ଭଲ୍ ପାଉଛେ ଅଲ୍'ଗା ଗୁଟେ ପିଲାକେ

ହଁସି,ହଁସି ଦୁଃଖ୍'କେ ସହି ଦେଇଥିତି ପଥର୍ କରି ଛାତି

କାନ୍ଦିଥିଲେ ପଛେ କାନ୍ଦିଥିତି ତମ୍'କୁ ସୁର୍'ତା କରି ସାଥି ।।


ଜୀବନ୍ ସାଙ୍ଗେ ଖେଲ୍ ଖେଲିଦେଇଛ ଅଲ୍'ଗା ମୋର୍'ନୁ ହେଇ

ଏଛେନ୍ ତମ୍'କୁ ବଡା ଉସତ୍ ଲାଗୁଥିବା ମତେ କନ୍ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍