STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଧନ୍ୟଲୋ ତୁ ଆଜିର ନାରୀ

ଧନ୍ୟଲୋ ତୁ ଆଜିର ନାରୀ

1 min
2.7K


  • ଧନ୍ୟଲୋ ତୁ ଆଜିର ନାରୀ 

    କେତେଦିନ ଆଉ କେତେଦିନ ଏମିତି ଖେଳୁଥିବ ଲୁଚକାଳି, ନା ତୁମ କିଛି ଖବର, ନା ତୁମ ସନ୍ଦେଶ, ଖେଳୁଛ ତ ମନଭରି ଖେଳ, ଯେତେଦିନ ପାରୁଛ ଖେଳ, ଲେଡି ଗୁଡ଼ କହୁଣୀ କୁ ଯେ ଗଲାଣି ବହି, କେତେ ଥର କହିବ ମିଛ, କେତେଥର ଭୁଲ ମାଗିବ, କେତେଥର କରିବ ଅଭିମାନର ଅଭିନୟ, ନିଜେ ଉଡି ସ୍ଵଇଚ୍ଛା ରେ ମୋ ପାଖକୁ ଆସିଥିଲ, କହିଗଲ ଖାଲି ମନ ଭୁଲାଣିଆ କଥା, ଦେଖାଇଲ ଅନ୍ଧାର ଘରେ କଳା ବିରାଡି ଛୁଆ, ପୀୟୂଷ ବୋଲି ଦେଲ ବିଷ, ପ୍ରେମ ବୋଲି ଦେଲ ପ୍ରତାରଣା, ମଧୁଶାଳା ର ଦେଖାଇଲା ଝଲକ, ମତୁଆଲା କରି ନଚାଇଲ ମତେ, ମୋ ନିଜ ପ୍ରତିବିମ୍ବ ମତେ ଦେଖି ହସି ପଚାରୁଛି ତମକୁ ମୁଁ କେମିତି କରି ନେଲି ମୋ ଅନ୍ତର୍ନିହିତ ବିଶ୍ୱାସ, ଧନ୍ୟ ତୁ ଆଜିର ନାରୀ ଆଉ ତୋ ମାୟା ମୁଁ ତ ଛାର ମଣିଷ, ତୋ ମାୟା ତୋ ଈଶ୍ୱରଙ୍କୁ ଅଗୋଚର, କିଡ଼ଗୀଜ ଠାରୁ ବି ଢେର ତୁ ବଦଳାଇ ଜାଣୁ ତୋ ରଙ୍ଗ ମାଟିରେ ମାଟି, ଡାଳ ରେ ଡାଳ, ପତ୍ର ରେ ପତ୍ର ବନି କରୁ ତୁ ଶିକାର ଧନ୍ୟ ଲୋ ତୁ ଆଜିର ନାରୀ । Copy right@କାଶ୍ୟପ ,୦୭-୦୭-୧୬ , ରାତ୍ର-୧୧-୫୭ ,ରାୟଗଡ଼ା ।

     
     


Rate this content
Log in