STORYMIRROR

Kumarlal Rana

Others

3  

Kumarlal Rana

Others

ଧନ୍ୟ ମୋର ମାଟି ମହୁଲ ଭଟା

ଧନ୍ୟ ମୋର ମାଟି ମହୁଲ ଭଟା

1 min
148

ଧନ୍ୟ ମୋର ମାଟି ମହୁଲ ଭଟା  

    ପୁରୁଖା   କୁଳର ମାଟି l

ବଢାଇ ଦେଇଛୁ   ନୀତିର ରୀତି 

    ପୂଣ୍ୟ  ଲଭେ ଗ୍ରାମ ଦୃଷ୍ଟି l

 ଜାଗ୍ରତ କରେଇ  ଜଗତକୁ ଦିଏ 

    ଅମୂଲ୍ୟ ରତନ ହାର l

   ଖୁସିର  ମନ୍ଦିରେ   କୁମ୍ଭକାର  ଗଢେ 

     ଭାଣ୍ଡ ସୁନ୍ଦର ସୁନ୍ଦର l

କଳା କୋୖଶଳରେ   ମାଟି କାରିଗର 

   କୁମ୍ଭାର  ବାନା  ବଢାଇ l

ଗଢନ୍ତି ଶୈଳୀର  କୁମ୍ଭ ହାଣ୍ଡି ଦୀପ 

  ପ୍ରତି ପ୍ରୟାସ ମଜାଇ l



Rate this content
Log in