STORYMIRROR

jagabandhu sahu

Others

3  

jagabandhu sahu

Others

ଧନ ଓ ଧର୍ମ

ଧନ ଓ ଧର୍ମ

1 min
163

ଧର୍ମ ପଥେ ସର୍ବେ  ଚାଲ ବନ୍ଧୁଗଣ

  ସାହା ହେବେ ଭଗବାନ

ଧନ ଲୋଭେ କେହି ଅନ୍ୟାୟ ଅନୀତି

  କର ନାହିଁ ବାଇମନ

ଦାନ ଧର୍ମରେ ହେ ସଦା ରଖ ମନ

  ଦିଅ ଅନ୍ନ ବସ୍ତ୍ର ଦାନ

ସାଧୁ ସନ୍ଥ ସେବା ପାଇଁ ଏ ଜୀବନ

  ଦେଇ ଦିଅ ବଳିଦାନ

ଦୁର୍ଲ୍ଲଭ ଜୀବନ  ଅଟେ ପରା ଏଇ

   ଆମରି ମଣିଷ ଜନ୍ମ

ମଣିଷ ହୋଇକି  କିପାଇଁ କରିବା

  ପଶୁ ଠାରୁ ହୀନ କର୍ମ



Rate this content
Log in