ଧେତ୍
ଧେତ୍
1 min
2.6K
ଧେତ୍ ଲାଗେ
ମିଥ୍ୟା ଦେଖିଲେ
ପାପ ରଖିଲେ
ନୀଚ୍ଚ ଶିଖିଲେ
ହୀନ ମାଖିଲେ
ଘୃନ୍ୟ ଜୋଖିଲେ
ଧେତ୍ ଲାଗେ
କୁଟ କପଟର
ସାଥି ଡାକିଲେ ।।
