STORYMIRROR

Dr.Omm Prasad Pradhan

Others

3  

Dr.Omm Prasad Pradhan

Others

ଧାରା 370

ଧାରା 370

1 min
232

ଧାରା 370 ହେଲା ଉଚ୍ଛେଦ

ପାକିସ୍ଥାନ ପାଇଁ ଏହା ମହା ବିପଦ

ପରାଜିତ ହେଲା ଆଜି ଆତଙ୍କବାଦ

ହଟିଗଲା ଦ୍ଵନ୍ଦ ଏକ ବଡ ବିବାଦ 

ଜଳୁଛି ପାକିସ୍ଥାନ ଆଜି ଆତଙ୍କ ମନେ

ଭୟ ,ଭ୍ରାନ୍ତି ,କ୍ଷୁଧା କରି ବରଣେ

ଆସ ମିଶିବା ହେ କାଶ୍ମୀର ଭାଇ

ହଟିଗଲା ସବୁ ଧାରା ଆଉ ତ ନାହିଁ 

ନାହିଁ ଭେଦ ଭାବ ବିକ୍ଷିପ୍ତ ମନ

ସଭିଏଁ ଗୋଟିଏ ଦେଶ ର ଜନ

ଥିଲ କେବେ ତୁମେ ତ୍ରିଶଙ୍କୁ ହୋଇ

ତ୍ରିକୋଣୀୟ ପ୍ରେମ ସଭିଙ୍କ ପାଇଁ

ଥିଲ କେବେ ତୁମେ ସ୍ୱତନ୍ତ୍ର ଧାରା

ହେଲ ଏବେ ତୁମେ ଭାରତ ନାରା

ଶୁଭେଚ୍ଛା ତୁମକୁ ମୋଦୀ ସରକାର୍

ଶୁଭେଚ୍ଛା ତୁମକୁ ସଭିଙ୍କର

ନ' ଡ଼ରି ତୁମେ ଆଣିଲ ଦେଶକୁ

ଭାରତ ଭୂସ୍ବର୍ଗ କାଶ୍ମୀର

ଅଖଣ୍ଡ ଭାରତ ସ୍ବପ୍ନ ଯେ ଆମର

ବିକ୍ଷିପ୍ତ ମନର ଶୁଣି ହାହାକାର

କିନ୍ତୁ ଦେଖାଇଲ ନୂତନ ଦିଶା ରେ

କାଶ୍ମୀର ଆମ ଦେଶ ର 

ହେଲା ଗର୍ବ ସବୁ ଚୁରମାର୍ 

ପାକିସ୍ଥାନ ଦେଶଦ୍ରୋହୀଙ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍