ଦଗାଦିଆ ପେରେମ୍
ଦଗାଦିଆ ପେରେମ୍
କିଏ ମୋର୍ ପାଖେ ବସି
ମୋର୍ ମନର୍ କଥା ଯାନ୍ତା,
ମୋର୍ ହୁରୁଦ୍ କେ ଛି କରି
କାଏଁ ହେଲାଜେ କାନ୍ଦୁଛୁ କହେତା ।
ମୋର୍ ପାଖେ ସବେ ଥାଇ କି
ମୁଇଁ ଆଏଜ୍ ଏକେଲା ,
କିହେ ମତେ ଜାନି ନାଇଁ ପାରବର୍
ମୋର୍ ମନର୍ ଝମେଲା ।
ହୁରୁଦ୍ ମୋର୍ ଫାଟି ଗଲାନ
ଦିନେ ଅନ୍ଧାର୍ ଲାଗୁଛେ,
କାଏଁ ହେଲାଜେ କିଏ ଜାନେ
ମୋର୍ ହୁରୁଦ୍ କେତେ କାନ୍ଦୁଛେ ।
ଦୁନିଆଁ ମତେ ଲାଗୁଛେ ଡର୍
ଜୀବନ୍ ହେଲାନ କଲବଲ୍,
ଆଖିର୍ ପାଏନ୍ ଝରି ଯାଉଛେ
କାନ୍ଦି,କାନ୍ଦି ହେଇଗଲିନ ର୍ଦୁବଲ୍ ।
ଭୋକ୍ ଶୋସ୍ ସବୁ ଉଡିଗଲା
ଆଖି ଝୁମୁରା ହଜିଗଲା ,
ଏତେ ଦଗାଦିଆ ପେରେମ୍
ମୋର୍ ଜୀବନ୍ କେ ମାରିଦେଲା ।
