STORYMIRROR

Pinku Ranbida

Others

3  

Pinku Ranbida

Others

ଦଗା ଦିଆ ପିରତି(ଧୋକା)

ଦଗା ଦିଆ ପିରତି(ଧୋକା)

1 min
215

ତେତେଲ ଖାଏଲେ ଖଟା ଲାଗସି

ଆମ୍ ଖାଏଲେ ମିଠା,            

ତୋର୍ ଚାଖି ଚାହାନି କେ ସୁରତା କରି

ନାଇ ଲାଗୁଛେ ଝୁମୁରା ।।


ଦଗା ଦିଆ ତୋର୍ ପିରତି

ଝୁମୁରା ନାଇଁ ଲାଗୁଛେ ରାତି

ତୋର୍ କଥା କେ ଭାଲି ଭାଲି

ନୁରା ଲାଗୁଛେ ତତେ ନିଆଲି ।।


ସୁରୁ ନନୀ ମୋର୍ ନିଆଲି ମଲି

ହଲଦୀ ମାଖି ଚିକିନୀ କାଲି

ଦୁଇ ଦିନିଆ ମହନୀ ଦିଆ ପିରତି

ତୋର୍ କଥା କେ ଝୁରୁଛେ ରାତି ଚେତି ।।


କେନ୍ତା ବତରେ ଦଗା ଦେଲୁ

ମତେ ପେରେମ କରି ଭୁଲି ଗଲୁ

ନାଇଁ ପାରଲି ତତେ ଜାନି

ତୋର୍ ବିଷ୍ ଦିଆ ପେରେମ୍ ମହନୀ ।।


ତୋର୍ ଚାଖି ଚାହାନୀ କେ ସୁରତା କରି

ଦୀନ୍,ରାଏତ୍ ନୁରୁଛେ ତତେ ଧାଙ୍ଗିରି 

ଲାଲ୍ ଗଲ୍ ଗଲ୍ ଗୁଲା ଫୁଲେ

କଣ୍ଟା ବି ଥିସି ଡାଲେ ।।


ଆ ଦେଖିଆ ଥରେ ମତେ

ଦଗା ଦେଲେ କେନ୍ତା ଲାଗ୍'ସି ସତେ

ତୋର୍ ପେରେମ୍ ରେ ପାଗଲ୍ ହେଇ

ଘୁରି ବୁଲୁଛେ ଜାହିଁ ତାହିଁ ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍