STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଦେଶପ୍ରେମୀ ବାଜିରାଉତ

ଦେଶପ୍ରେମୀ ବାଜିରାଉତ

1 min
255

ଢେକାନାଳ ଜିଲ୍ଲା ନୀଳକଣ୍ଠପୁର ଗ୍ରାମେ ଜଣେ ଦେଶପ୍ରେମୀ ଜନ୍ମ ନେଲେ

ପିତା ମାତା ତାଙ୍କୁ ବାଜି ରାଉତ ନାମ ଦେଲେ

ବାଜି ପିଲା ବେଳୁ ଦେଶ ଭକ୍ତ ଥିଲେ

ଦେଶ ଭକ୍ତି ମନେ ଜାଗ୍ରତ କରିଥିଲେ

ଇଂରେଜମାନଙ୍କ ଅତ୍ୟାଚାର ଦେଖି

ବିରକ୍ତ ହୋଇଥିଲେ

ସ୍ଵାଧିନତା ସଂଗ୍ରାମୀଙ୍କ ସହ ହାତ ମିଳାଇଲେ

ମାତ୍ର ବାର ବର୍ଷ ବୟସେ ବୀର ହୋଇ ପାରି ଥିଲେ

ନିର୍ଭୀକତାର ପରିଚୟ ସେ ଦେଇ ଥିଲେ

ଦିନେ ନଦୀ ଘାଟରେ ନାଆ ଧରି ବସିଥିଲେ

ଇଂରେଜ ମାନେ ନଦୀ ପାରି କରିବାକୁ ଆଦେଶ ଦେଲେ

ବାଜି ରାଉତ ନିଜ ବୀରତ୍ଵ ବଳେ ମନା କରିଥିଲେ

ନିର୍ଦ୍ଦୟୀ ଇଂରେଜମାନେ ଗୁଳି ଚଳା ଇଲେ

ଗୁଳି ବାଜିବାରୁ ବାଜି ରାଉତ ଦେଶ ଲାଗି ଜୀବନ ଦେଲେ

କାଳ କାଳକୁ ସହିଦ ବାଜି ରାଉତ ହୋଇ ରହିଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍