STORYMIRROR

Manaswinee Dash

Others

3  

Manaswinee Dash

Others

ଦେଖେନ୍ ସୁନ୍ଦରୀ

ଦେଖେନ୍ ସୁନ୍ଦରୀ

1 min
217

 


ଦେଖେନ୍ ସୁନ୍ଦର ଫଲସା ଫୁଲ୍, 

ହସୁଛେ କେନ୍ତା ମୁଲ୍ ମୁଲ୍। 


ଖରାରେ ସିଝସି ଦୁଇ ମାସ୍, 

ଫେର୍ବି ତାର ବନ୍ଦ ନି ହୁଏ ହସ୍। 


ଏ ନ୍ତା ରନ୍ଗ ରହିଛେ ଧରି, 

ବଡାଦୁରୁ ନଜର ପାଏସି ସବକରି।


ଝାର୍ ଜନ୍ଗଲେ ଫୁଟସି

ଗଛଟା ପୁରା ଲାଲ ଟହଟହ ଦିଶସି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍