Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harihara Behera

Others

2  

Harihara Behera

Others

ଦେଖ ଆସୁଛି ଆସୁଛି କାଳିଆ

ଦେଖ ଆସୁଛି ଆସୁଛି କାଳିଆ

1 min
6.7K



ଦେଖ ଆସୁଛି ଆସୁଛି କାଳିଆ

ରଥରେ ବସି ।

ତିନି ରଥରେ ତିନି ଠାକୁର

ସଜା ହୋଇଛି ।

ଶ୍ରୀକ୍ଷେତ୍ର ଆଜି ହସୁଛି

ଭକ୍ତ ଙ୍କୁ ଦେଖି ।

ଦେଖ ଆସୁଛି ଆସୁଛି କାଳିଆ

ରଥରେ ବସି ।

ଘଣ୍ଟ ତାଳ ହୁଳହୁଳି

ପଡେ ଉଛୁଳି ।

ଏମିତି ଦୃଶ୍ୟ ଦୁର୍ଲଭ

କା ଭାଗ୍ୟରେ ଅଛି ।

ଭକ୍ତ ଦୁଃଖ ସବୁ ଭୁଲିଯାଏ

ଜଗାକୁ ଦେଖି ।

ପାପ ଧୋଇ ହୋଇ ଯାଏ

ମିଳିଯାଏ ଟି ମୁକ୍ତି ।

ଦେଖ ଆସୁଛି ଆସୁଛି କାଳିଆ

ରଥରେ ବସି ।

ତିନି ରଥରେ ତିନି ଠାକୁର

ସଜା ହୋଇଛି ।


Poet : HARI HAR

DATE : 05/10/2018


Rate this content
Log in