STORYMIRROR

Kumarlal Rana

Others

3  

Kumarlal Rana

Others

ଦେହକୁ ଛୁଇଁ

ଦେହକୁ ଛୁଇଁ

1 min
180

ସତ୍ୟ ପାଇଁ ଆମ ଜୀବନ ଲୋଡ଼ଇ

ଭାଗ୍ୟବଳ ଆମ ଆଶା l

ଜୀବନରେ ଅଛି ଆମ ପ୍ରୟୋଜନ

   ପୁରିବ କୌତୁକ ଭାଷା l

ଯାହାକୁ ଆମେରେ ଛୁଇଁବା ଜୀବନେ

     ସେ ଆମ ଜଗତ ଭାର 

ଭଲ ପାଇ ତାକୁ ଭୁଲି ଯାଇ ଥାଉ 

      ମହତ ହୁଏ ଅସାର l

ଯାହା ପ୍ରେମେ ତୁମେ ହୁଅ କଳୁଷିତ

       କହ ତାର ଦେହ ଛୁଇଁ l

ଯୁଗଯୁଗାନ୍ତର  ତା ପାଇଁ କି ରହୁ

      ନ ତେଜିବ  ପ୍ରେମ ଭୂଇଁ l

ଭଲ  ପାଉ ଅଛୁ ବୋଲି ଜୀବନରେ

      କହୁ ଅଛ ବୁଲି ବୁଲି l

ଭଲ ପାଇବାର  ମହତକୁ କେଭେ

     ନ ଯାଅ ମନରୁ ଭୁଲି l



Rate this content
Log in