STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଦେହ ଧରିଲେ ଦଣ୍ଡ ହିଁ ମିଳେ

ଦେହ ଧରିଲେ ଦଣ୍ଡ ହିଁ ମିଳେ

1 min
154

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout

ଦେହ ଧରିଲେ ଦଣ୍ଡ ହିଁ ମିଳେ, ସମସ୍ତଙ୍କୁ ପ୍ରାପ୍ତ ହୁଏ,

ଜ୍ଞାନୀ ଭୋଗନ୍ତି ଜ୍ଞାନ ସକାଶେ, ମୂର୍ଖ କାନ୍ଦ ପ୍ରାପ୍ତ ହୁଏ ।

କବୀର, ମୁଁ ତ ସେବେ ଡରିବି, ଯେବେ ମୋତେ ପ୍ରାପ୍ତ ହେବ,

ଭକ୍ତ ଏ କାମ କର କାହିଁକି, ପଶ୍ଚାତ୍ତାପ ଯହିଁ ହେବ,

ଲଗେଇ ଥିଲୁ ତୁ ବବୁଲ ଗଛ, ଆମ୍ବ ପ୍ରାପ୍ତ କାହିଁ ହେବ ।


Rate this content
Log in