STORYMIRROR

Santanu kumar Meher

Others

3  

Santanu kumar Meher

Others

ଡର ନାଁ ପଳାତକର

ଡର ନାଁ ପଳାତକର

1 min
147


ଡର ନାଁ ପଳାତକର

ଧ୍ୱଂସହୀନ ଚିତ୍କାର ଧସରେ ।

ଛିଡାହୁଅ ସତ୍ୟତାର ନିଷ୍ଠା

ଜନତାଙ୍କ ସ୍ୱାର୍ଥରେ ।।

ଉଠେ ଏଠି ନୀତି

ରାଗ,କ୍ରୋଧ, ହିଂସା

ପ୍ରତିଧ୍ୱନୀ ସ୍ୱର ଛାଇରେ ।

ତଥାପି,

ସୁଖ ଶାନ୍ତିର ଆରୋଗ୍ୟ

କାମନା ପଛେ ତବ

ଚିନ୍ତା ଚେତନା ନଈରେ ।।


Rate this content
Log in