STORYMIRROR

Kumarlal Rana

Others

3  

Kumarlal Rana

Others

ଡଙ୍ଗା

ଡଙ୍ଗା

1 min
155

ତିଆରି କରିଛି  କାଗଜ ଡଙ୍ଗା ମୁଁ 

         ଦିଶୁଛି କେଡ଼େ ସୁନ୍ଦର l

ଗାଆଁ ଖୋଲି ଆଣି ଭସାଇ ଦେବି ମୁଁ 

        ଚାଲିଯିବ କେତେ ଦୂର l

ବାଟରେ ଘାଟରେ କେତେ କାଠି କୁଟା 

       ସାଥିଙ୍କି ଭେଟିବ ପୁଣି l

 ତିନି ଦିନ ହେଲା ବରଷା ଆସଇ 

       ବରଷୁଛି ପୁଣ୍ୟ ପାଣି l

ମୁଁ ଛୋଟ ବାଳକ ତିଆରି କରିଛି 

      ଅଭୁଲା କାଗଜ ଡଙ୍ଗା l

ଗାଆଁ ଖୋଲି ନାଲେ ଭସାଇ ଦେବି ମୁଁ 

       ଏ ଡଙ୍ଗା ମୋ ମନ ରଙ୍ଗା l



Rate this content
Log in