ଡିଅର ଡାଏରୀ
ଡିଅର ଡାଏରୀ
1 min
353
କବିତା ରୁଷିଛି
କାଗଜ କାନ୍ଦୁଛି
ଶବ୍ଦ ସବୁର ଅଭିମାନ
ଛାନ୍ଦ ଖୋଜୁଛି ନିଜ ମାନ
କଣ କରି ହବ ଯେ ପୁଣି...
କରୋନାର ଭୟ ବଢୁଛି
ସବୁ ଦୋକାନ ତ ବନ୍ଦ୍
ସେଥିରେ ଆହୁରି,
କଲମରୁ କାଳୀ ସରିଛି...
