Ranjan kumar Mohanty
Others
ଡିଅର ଡାଏରୀ
କରୋନାର ଦୁଃଖ ବଡ଼ ଦାରୁଣ
ଭାଙ୍ଗି ଦେଲା ସିଏ ସବୁରି ଟାଣ
ବିଶ୍ବେ ଭିଆଇ ମରଣ
ରଚିଲା ଧ୍ବଂସର ତାଣ୍ଡବ ଜାଣ ।
ପୋକ ମାଛି ପରି ମାରିଲେ ଲୋକ
ତ୍ରାହି ତ୍ରାହି ବୋଲି ପଡିଛି ଡାକ
କିଏ ଲଗାଇବ ରୋକ
ମହାମାରୀ ଇଏ ଯେ ଭୟାନକ ।
ଚିନ୍ମୟୀ ଚିଲିକ...
ଗୁରୁ ତୁମେ ଚିର...
ହେ ଗୁରୁ ତୁମେ
ଶେଷ ନିଷ୍ପତି
ଲେଖା ପଛର ପ୍ରେ...
ପ୍ରେତାତ୍ମା ଓ ...
କଳଙ୍କ
ରହସ୍ୟ
25.ଅସୁରକ୍ଷିତ ...
ହାଟ