STORYMIRROR

Puspanjali Panda

Others

2  

Puspanjali Panda

Others

ଡେଣା

ଡେଣା

1 min
395

ଉଡିବାର ଦୁର୍ବାର କାମନା

ଶକ୍ତିହୀନ,ତଥାପି ସେ ଆଶାବାଦୀ

ଆଶା ଆଉ ଆକାଂକ୍ଷାର ଦୁଇଟା ଯେ ପର

ଭରିଦିଏ ଶକ୍ତି ଉଡ଼ିବାର ।

ଅନନ୍ତ ଆକାଶକୁ ଲଙ୍ଘିବାକୁ ,

ଶିଖରକୁ ଛୁଇଁ ବାକୁ

ସାଥୀହୋଇ ଦେଖିବାକୁ ଦୃଶ୍ୟ ଦୁନିଆର ।

କେହିକଣ ଫେରିନ୍ତି ପଛକୁ?

ନ ଥାଉ ପଛେ ଜାଗାଟିକେ ଥକା ମାରିବାକୁ ।

ସାଥୀ ଜାଣେ ମନକଥା

ପଡେନାହି ଖୋଲି କହିବାକୁ।

ପୁଣି ଆରମ୍ଭ ଶେଷରୁ

ବାଣ୍ଟିହୋଇଯିବ ଯେଝା କର୍ମଫଳ

ଆରମ୍ଭ ହି ଶେଷ ହେବ

ପକ୍ଷୀ ଟିଏ ହୋଇ

ପୁଣିଥରେ ଫେରିବ ନୀଡ଼କୁ।


Rate this content
Log in