STORYMIRROR

Pinku Ranbida

Others

3  

Pinku Ranbida

Others

ଦଦାର୍ ସାଲୀ

ଦଦାର୍ ସାଲୀ

1 min
186

ଦଦାର୍ ସାଲୀ କେ ଭଲ୍ ପାଉଛୁ

ଦଦାର କନିଆଁ କେ କହୁଛୁ ମାଁ

କେନ୍ତା ରକମ୍ କରୁଛୁ ପିଲା

ବନେ ସିଖିଛୁ ସମ୍ମାନ୍ ।।


ଉଲଗି ହେଇକରି ମୁଡିଆ ମାରୁଛୁ

ବହୁ ନୁହେଗୋ ତମେ ମୋର୍ ମାଁ

ଦଦାର୍ ସାଲୀ କେ ଦେଖିଦେଲେ

କାଏଜେ ଭୁଲି ଯାଏସୁ ତୋର୍ ମାଁ ।।


କାଏଁ ଚଲନ୍ କରୁଛୁ ଇଟା

ବହୁ ଆଏ ପରେ ତୋର୍ ମାଁ

ଦଦାର୍ ସାଲୀ କେ ବହେନ୍ କହେଲେ

ଉନା ହେବା କାଏ ସମ୍ମାନ୍ ।।


ତର୍'କି କରି ରହେବୁ ବାବୁ

ସବୁ ଦେଖୁଛେ ଜମାନା

ନିଜକୁ ନିଜେ ଚାଲାକ୍ ଭାବୁଛୁ

ଦଦାର୍ ସାଲୀର୍ କହି ଦିବାନା ।।


ସମିଆର୍ ବେଲ୍ ଯାଉଛେ ଗଡି

ଅନ୍ଧାର୍ ଆଏଲାନ ଢାପି

ଠିକ୍ ସମିଆ ଥି ସୁଧିରୀ ଯା

ନାଇହେଲେ କହେବେ ତତେ ପାପି ।।


ବହୁର୍ ବହେନ୍ କେ, ବହେନ୍ କହେବୁ

ନାଇଁ କରବୁ ଥଟା ମଜା

ସମ୍ମାନ୍ ଦଉଛୁ ବହୁକେ ଯଦି

ତାକର୍ ବହେନ୍ କେ କାଏଜେ ସଜା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍