STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ଡାମରା କାଉ

ଡାମରା କାଉ

1 min
526

ଡାମରା କାଉରେ ଡାମରା କାଉ

ରାବୁଛୁ କେତେତୁ କହୁନୁ କାହୁଁ ?

କିଏସେ ତୋ ଦେହେ ବୋଳିଲା କଳା

ଯେତେ ଗାଧୋଇଲେ ନହେଉ ଗୋରା ।

କଳା ଗୋରା ଭେଦଭାବ

ଆମେ ନେଲୁ ଆବରି

ହିଂସା ଗର୍ବେ ମରୁ ଆମେ କଳହ କରି ।

କାହିଁକି ରାବୁଛୁ ଖାଇବୁଶ୍ରୀକିସ

ଆମ ସମାଜରେ ପରା କଳହ ବିଷ ।

ରାବି ରାବି ତୁ ଯାଆରେ ଉଡି

ଆମ ଭେଦଭାବ ଆମ ପାଖେ

ଯାଆରେ ତୁ ଛାଡି ।


Rate this content
Log in