STORYMIRROR

Pinku Ranbida

Others

3  

Pinku Ranbida

Others

ଡାଲ୍'ଖାଇରେ

ଡାଲ୍'ଖାଇରେ

1 min
158

ଡାଲ୍'ଖାଇରେ ...ଡାଲ୍'ଖାଇରେ....

ଦଦାର୍ ସାଲୀ ମୋର୍ ଚିକିନୀ କାଲୀ, 

ଦେଖୁଛେ ସପନେ ଆଇଛେ ବଲୀ, (2)

ମୋର୍ ପାଖି ବସି, 

ମାରୁଛେ ମୁଲ୍'କି ହସି, 

ଅଧା ରାତି ସପନ୍ ଗଲା କାଏଁ ଭାଙ୍ଗି, (2)

ତାର୍ ପେରେମ୍ ପିରତି, 

ଝୁମୁରା ନାଇନ ରାତି, 

ଦେଖିଥିଲି ତାହାକେ ଦଦାର୍ ବିହାଥି ସତେ ତ, 

ଡାଲ୍'ଖାଇ ରେ.......।


ଡାଲ୍'ଖାଇରେ.....ଡାଲ୍'ଖାଇରେ.....

ପାଖେ ମୋର୍ ଆସି କାନେ କହେଲା, 

ତମେ ମୋର୍ ହେବ ସଙ୍ଗାତ୍ ପିଲା, (2)

ହାତ୍ କେ ଠାରି, 

ଜୁହାର୍ ଗୁଟେ କରି, 

ଚିଠି ଗୁଟେ ଧରେଇ ଦେଲା ନନୀ ରେ........(2)

ଡର୍ ଲାଗଲା ମତେ, 

କାଣା ଲେଖିଛେ ସତେ, 

ମୋର୍ ଦଦାର୍ ସାଲୀ କାଏଁ, 

ଡାଲ୍'ଖାଇରେ ........।


ଡାଲ୍'ଖାଇରେ.....ଡାଲ୍'ଖାଇରେ......

ଚିଠି ଭିତିରେ ମନର୍ କଥା ଲେଖିଛେ, 

ଭଲ୍ ପାଉଛେ ସଙ୍ଗାତ କହିଛେ l (2)

ନାଇଁ କରବ୍ ମନା, 

ତମେ ମୋର୍ ସୁନା, 

ତମେ ହେଇଛ ମୋର୍ କାଲିଆ ସୁନା, 

ଚିଠି ଭିତିରେ ନନୀ କହିଛେ....(2)

ମୋର୍ ଦଦାର୍ ସାଲୀ, 

ବଡେ ମଲମଲି, 

ତାର୍ ଚିଠି ପଢି ପଗାଲ୍ ମୁଇଁ ହେଲି ସତେ ତ, 

ଡାଲ୍'ଖାଇରେ...........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍