STORYMIRROR

ସୁଭଦ୍ରା ସିଂହ

Others

3  

ସୁଭଦ୍ରା ସିଂହ

Others

ଦାରୁଣ ମହାମାରୀ

ଦାରୁଣ ମହାମାରୀ

2 mins
203

ମାରାତ୍ମକ ମହାମାରୀ ତୁମେ

ନା ଧରି ଅଛ କରୋନା,

ଜନମ ସ୍ଥାନ ର ପରିଚୟ ତୁମ 

ସମାଜ କହୁଛି ଧରନା, 

ସହି କି ହେବ ଏ ଯାତନା !

ଯାହା ବି ହେଉ ସେ ମାତୃଭୂମି ତୁମ 

ଅବମାନନା କରି ହୁଏନା, 

ପରିଚୟ ତାର ଚାଇନା !

ଆଉ କି କହିବି ଗୁଣି ମା ?

ସ୍ଥାନ ଗଲା ଶୁଣ କାଳ ର କାହାଣୀ, 

ବିଜ୍ଞାନ ଜ୍ୟୋତିଷ ବିଦ୍ୟା ର ବାଣୀ, 

ବୈଜ୍ଞାନିକ କୁହେ ଶୁଣ ସମାଜ 

ଉନ୍ନବିଂଶ ଏକତ୍ରିଶ ଦିବସ, 

ଚାଇନା  ସହରେ ତା'ର ଜନ୍ମ 

ସେଥିପାଇଁ ରଖ kovid 19 ନାମ, 

ଧ୍ୟାନ ପୁଣି ରଖ ଜ୍ୟୋତିଷ ଉପରେ 

 ଅଙ୍କ କଷା ଗ୍ରହ ଚାଳନା ଭିତିରେ, 

କେ କହେ ବୁଧ କୁମ୍ଭ ଙ୍କ ବାରତା 

କେ କହେ ପୁଣି ସୂର୍ଯ୍ୟ ଚନ୍ଦ୍ର ଙ୍କ କଥା, 

ଏ ତ ଗଲା ତୁମ ନାମ କରଣ 

ଚାଲ ବଖାଣିବା ତୁମ ସଂକ୍ରମଣ, 

ଦେଶ ବିଦେଶ ତ ଭ୍ରମଣ କରୁଛ 

କାହିଁ କେତେ ତୁମେ ପ୍ରାଣ ନେଉଛ, 

କେଉଁଠି ଲକ୍ଷାଧିକ ଜୀବନ 

ତ କେଉଁଠି ଅହିବ୍ରତ ମରଣ, 

ସବୁଠି ରଚୁଛ ମାରାଣାସ୍ତ୍ର 

ସଭିଙ୍କୁ କରୁଛ ତୁମର ବଶ, 

ତଥାପି ରଖିଛୁ ଦମ୍ଭ ହେ ଆମ୍ଭେ 

ସୁସ୍ଥେ ବଞ୍ଚିବୁ ଜୀବନ ସର୍ବେ, 

ଆମ ସରକାର ଙ୍କ ନୀତି ନିୟମ 

ମାନି ଲଢ଼ିବୁ ଆମ୍ଭେ ବିପକ୍ଷେ ତୁମ, 

ଚିକିତ୍ସକ, ସେବିକା, ସୁରକ୍ଷା କର୍ମୀ ଙ୍କର ବ୍ୟୁହ 

ପରାସ୍ତ କରିବ କରୋନା ଭୟ, 

ହେ  କରୋନା !

କେତେ ଜୀବନ ଯେ ନେଲଣି ତୁମେ 

ଲି ଚିକିତ୍ସକ ,

ପୁଣି ଆଉ କେତେ ଜୀବ, ହେ ତୁମେ

ସେତ ଦେଇଥିଲେ ସତର୍କ ବାରତା 

ଉପହାର ହେଲା ସାଜି ସେ ସତ୍ୟତା, 

ଭୁଲିବନି ସୃଷ୍ଟି ନା ତୁମ ବନ୍ଧୁ 

ସମାଜ କରୁଛି ଏହି ସ୍ଥିରତା 

ଆହେ  ଜନ ମାନସ !

ଶେଷରେ କହୁଛି ସୁରକ୍ଷା କବଚ ପଦୁକ, 

ଗୃହେ ରୁହ ଆଉ ପରିଚ୍ଛନ୍ନ ରୁହ 

ହୁଅ ନାହିଁ ଅବହେଳିତ|


Rate this content
Log in