ଦାରିଦ୍ର୍ୟ ଦୁଃଖ ନାଶକ ସ୍ତୋତ୍ର
ଦାରିଦ୍ର୍ୟ ଦୁଃଖ ନାଶକ ସ୍ତୋତ୍ର
• ଦାରିଦ୍ର୍ୟ ଦୁଃଖ ନାଶକ ସ୍ତୋତ୍ର
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଓଁ ନମଃ ଶିବାୟ, ନମଃ ଶିବାୟ, ନମଃ ଶିବାୟ
• ନମଃ ଶିବ, ଶିବ , ଶିବ ଏହି ସଂସାର ମୟ
• ଓଁ କାର ବିନ୍ଦୁ ସଂଯୁକ୍ତ ଓଁ କାରାୟ
• ଓଁ ନମଃ ଶିବାୟ..।।
•
• ହେ ଚନ୍ଦ୍ରାର୍କ,ବହ୍ନି ଶୋଭିତ ତ୍ରିଲୋଚନାୟ
• ହେ ମୃତ୍ୟୁଞ୍ଜୟ,କୃତ୍ତିବାସ ମହା ରୁଦ୍ରାୟ
• ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
• ଓଁ ନମଃ ଶିବାୟ…।।
•
• ହେ ବୃଷଧ୍ଵଜ ହେ ବାସୁକି କଣ୍ଠ ଭୂଷଣାୟ
• ହେ କର୍ପୂର,କୁନ୍ଦ ଧବଳ ଅଙ୍ଗ ରାଗାୟ
• ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
• ଓଁ ନମଃ ଶିବାୟ…।।
•
• ଜଜ୍ଞ ସ୍ଵରୂପ ହେ ଚନ୍ଦ୍ରମୈ।ଳି ଜଟାଧରାୟ
• ହେ ଗୈାରୀ ବିଳାସ ଗଙ୍ଗାଧର ତମୋହରାୟ
• ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
• ଓଁ ନମଃ ଶିବାୟ…।।
•
• ହେ ପଞ୍ଚାନନ କାମମର୍ଦ୍ଦନ ମହେଶ୍ଵରାୟ
• ହେ ବିଶ୍ବବନ୍ଦ୍ୟ ଦୀନବନ୍ଧୁ ହେ କରୁଣା ମୟ
• ଦାରିଦ୍ର୍ୟ ଦୁଃଖ ନାଶକ ତ୍ରୟମ୍ଵକାୟ
• ଓଁ ନମଃ ଶିବାୟ…।।
