Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Others

2  

kahnu charan sahu

Others

ଦାଦନ

ଦାଦନ

1 min
117


ଦାନ ତା ମହାନ ଗଢ଼େ ସେ ଭବନ

ଗଢ଼େ ଶିଳ୍ପ କାରଖାନା

ପରିଶ୍ରମ କରେ ରୁଧିର ଝରାଇ

ପାଇବାକୁ ମୁଠେ ଦାନା ।


ଦରଦକୁ ଭୁଲି ନାମ ବହି କୁଲି

ଗଢିଚାଲେ ଭିନ୍ନ ପୃଥୀ

ଆଜିର ମଣିଷ ବୁଝିନି ସେତକ

ଇତିହାସର ସେ ସାଥି ।


ନଗଡ଼ା ଚରିତ୍ର ଦେହେ ସମାୟିତ

ତଥାପି ଖୁସିରେ ଜିଏଁଁ

ଅଳ୍ପମୂଲରେ ଗଢ଼ି ସେ ଦୁନିଆ

ଉପହାର ଟିଏ ଦିଏ ।।


Rate this content
Log in