STORYMIRROR

Sita Nayak

Others

3  

Sita Nayak

Others

ଦାବି ପୂରଣ..!କଲମର ଚଞ୍ଚଳତ।

ଦାବି ପୂରଣ..!କଲମର ଚଞ୍ଚଳତ।

1 min
12

ଶୁଣ ଶୁଣ ସରକାର ଦାବି ଆମର

ଫେରାଇ ଦିଅ ହେ ଆମକୁ ଆମ ଅଧିକାର

ସବୁ କର୍ମଚାରୀ ପାଇଁ ଯଦି ତୁମ ନିୟମ

ଆମ ପାଇଁ କାହିଁ ତୁମ ଏହି ଅନ୍ୟାୟ ?

ନର୍ସିଂ ଅଫିସର ସବୁ ଆଜି ଧାରଣା ସ୍ଥଳେ

ରାଜ ରାସ୍ତାରେ ଲଢ଼ୁଛନ୍ତି ନ୍ୟାୟ ବିକଳେ

ପଡୁନି କି ଆମ ଦାବି ତୁମ କାନରେ

ଏତେ କାହିଁ ଅଣଦେଖା ଆମ ଆଗରେ

ଯେଉଁ ଦଶ ଦଫା ପାଇଁ ଲଢେଇ ଆଜି

ସମୟ ନାହିଁ କି ସରକାର୍ କଣ ତୁମେ 

ଏମିତି busy??

ରୋଗୀ ସେବା ହୋଇଲାଣି ବ୍ୟାହତ ଏଠି

ତାଲା ଝୁଲି ହସ୍ପିଟାଲ୍ ବନ୍ଦ ସବୁଠି !

ମେରୁଦଣ୍ଡ ବୋଲି କୁହ ଆମେ ଯେଉଁଠି 

ତାହେଲେ କେମିତି ହସ୍ପିଟାଲ୍ ଚାଲୁଛି ଏଠି??

ଭୁଲିଗଲ ଅବଦାନ କୋଭିଡ୍ ବେଳର

ଲଢ଼ୁଥିଲୁ ଜୀବନକୁ ନକରି ଭୟ!

ଆଜି କିନ୍ତୁ ଆମ ଡାକ ଶୁଭୁନି ଆଉ 

ମୁଖ୍ୟମନ୍ତ୍ରୀ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନୀରବ କାହୁଁ

କେବେ ଯେ ମିଳିବ ତାଙ୍କୁ ସମୟ

ଆଲୋଚନା କରି ଦେବେ ଆମକୁ ନ୍ୟାୟ??



Rate this content
Log in