STORYMIRROR

Srinibas Mahalik

Others

2  

Srinibas Mahalik

Others

ଦ୍ୱିତୀୟ କୋଣାର୍କ

ଦ୍ୱିତୀୟ କୋଣାର୍କ

1 min
13.9K


ଦ୍ବିତୀୟ ଶ୍ରୀମନ୍ଦିର ପାଇଁ ଇସ୍କନ

ଆସିଥିଲା ଦିନେ ଧାଇଁ

ଏବେ ରଘୁ ଦାଦା ଧାଇଁଲେଣି ପୁଣି

ଦ୍ବିତୀୟ କୋଣାର୍କ ପାଇଁ..

ଅନ୍ୟ କ'ଣ କିଛି ନାଇଁ..

ହିନ୍ଦୀ ମୁଭି ଭଳି ପାର୍ଟ ଓ୍ବାନ୍ ପାର୍ଟ ଟୁ

ଦିଆ ହୁଏ କାହିଁ ପାଇଁ !!

କଳା ସ୍ଥାପତ୍ୟରେ ଓଡିଶାର ମାନ

ଅଛି ସବୁଠାରେ ଉଚ୍ଚ

ଦରକାର ନାହିଁ ଦ୍ବିତୀୟ କୋଣାର୍କ

କରି କୋଟି କୋଟି ଖର୍ଚ୍ଚ..

କେମିତି ହୋଇବ ସୋଚ..

ଯଦି ସେହି ଟଙ୍କା ଗାଆଁ ଉନ୍ନତିରେ

କରାଯିବ ସବୁ ଖର୍ଚ୍ଚ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍